ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଲେ ଯୁବକ

ମାଲକାନଗିରି: ମାଲକାନଗିରିରେ ରକ୍ତର ଘୋର ଅଭାବ। ଜିଲ୍ଲା ରକ୍ତଭଣ୍ଡାରରେ ଏବେ ରକ୍ତର ଅଭାବ ଯୋଗୁଁ ମେଡିକାଲରେ ରୋଗୀ ମାନେ ନାହିଁ ନଥିବା ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି। ଏପରିକି ଆଜି ଜଣେ ଚାରି ବର୍ଷର ବାଳିକା ମଧ୍ୟ ରକ୍ତର ଅଭାବରୁ ମୃତ୍ୟୁବରଣ କଲା। ମେଡିକାଲରେ ଖଇରପୁଟ ଗ୍ରାମର କୌଶଲ୍ୟା ମାଝୀ ନାମକ ମହିଳା ଆନିମିୟା ରୋଗରେ ପଡି ଚିକିତ୍ସିତ ହେଉଛନ୍ତି। ତାଙ୍କୁ ତୁରନ୍ତ ବି-ପୋଜିଟିଭ ରକ୍ତ ଦରକାର ପଡୁଥିବା ଡାକ୍ତର … Continue reading ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଲେ ଯୁବକ